fbpx

ଖୁସି ଖବର: ଖୋଲିଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର,୧୭/୬(ଓଡିଶା ଭାସ୍କର): ରଜ ପରେ ପୁଣି ଖୋଲିଲା ରାଜଧାନୀର ମାର୍କେଟ୍‌ ବିଲ୍‌ଡିଂ । ଆଜି ଅଳ୍ପ, କାଲିଠୁ ସବୁ ଦୋକାନ ଖୋଲିବ । ସାମାଜିକ ଦୂରତା ନରଖିଲେ ପୁଣିଦୋକାନ ସିଲ୍ ହେବ । ଟ୍ରେଡ୍‌ ଲାଇସେନ୍ସ ମଧ୍ୟ ରଦ୍ଦ ହେବ।
ତେବେ ରଜ ପୂର୍ବରୁ ସାମାଜିକ ଦୂରତା ରକ୍ଷା ନକରିବାରୁ ବିଏମସି ପକ୍ଷରୁ ମାର୍କେଟ୍‌ ବିଲ୍ଡିଂକୁ ସିଲ କରାଯାଇଥିଲା।

Get real time updates directly on you device, subscribe now.