-
World 99,842,046
WorldConfirmed: 99,842,046Active: 25,853,146Recovered: 71,848,378Death: 2,140,522 -
USA 25,702,125
USAConfirmed: 25,702,125Active: 9,862,996Recovered: 15,409,639Death: 429,490 -
India 10,668,674
IndiaConfirmed: 10,668,674Active: 185,082Recovered: 10,330,084Death: 153,508 -
Brazil 8,844,600
BrazilConfirmed: 8,844,600Active: 973,749Recovered: 7,653,770Death: 217,081 -
Russia 3,738,690
RussiaConfirmed: 3,738,690Active: 518,009Recovered: 3,150,763Death: 69,918 -
UK 3,647,463
UKConfirmed: 3,647,463Active: 1,918,124Recovered: 1,631,400Death: 97,939 -
Italy 2,466,813
ItalyConfirmed: 2,466,813Active: 499,278Recovered: 1,882,074Death: 85,461 -
Turkey 2,429,605
TurkeyConfirmed: 2,429,605Active: 96,811Recovered: 2,307,721Death: 25,073 -
Germany 2,147,740
GermanyConfirmed: 2,147,740Active: 271,463Recovered: 1,823,500Death: 52,777 -
Pakistan 534,041
PakistanConfirmed: 534,041Active: 33,820Recovered: 488,903Death: 11,318 -
China 89,115
ChinaConfirmed: 89,115Active: 1,849Recovered: 82,631Death: 4,635
ସବୁଆଡେ ଏବେ କରୋନା ଭୟ। ଏହାର ମୁକାବିଲା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଯଦି ଆପଣ ବି କରୋନା ମୁକାବିଲା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଚାହୁଁଛନ୍ତି, ତେବେ ହଳଦୀ ମିଶା କ୍ଷୀର ସେବନ କରନ୍ତୁ। ତେବେ ଆସନ୍ତୁ ଜାଣିବା ଏହା ଉପକାର..
– ପ୍ରତିଦିନ ହଳଦୀ କ୍ଷୀର ପିଇବା ଦ୍ୱାରା ପର୍ଯ୍ୟାପ୍ତ ପରିମାଣର କ୍ୟାଲସିୟମ ମିଳିଥାଏ। କ୍ୟାଲସିୟମ୍ ହାଡକୁ ସୁସ୍ଥ ଏବଂ ଶକ୍ତିଶାଳୀ କରିଥାଏ। ହଳଦୀ କ୍ଷୀର ଅଷ୍ଟିଓପୋରୋସିସ୍ ରୋଗୀଙ୍କୁ ବହୁତ ଆରାମ ଦେଇଥାଏ।
– ହଳଦୀ କ୍ଷୀର ପିଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା କମିଯାଏ ଏବଂ ମାଂସପେଶୀ ଶକ୍ତ ହେବାରେ ସହାୟକ ହୁଏ। ଏହା ସହ ପେଟ ସମସ୍ୟା ଓ କାନ ସମସ୍ୟା ଦୂର ହୋଇଥାଏ।
– ଆୟୁର୍ବେଦରେ ହଳଦୀ କ୍ଷୀର ଶରୀରକୁ ବିଷାକ୍ତମୁକ୍ତ କରିଥାଏ ବୋଲି କୁହାଯାଏ। ଏହା ରକ୍ତରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ଏବଂ ଯକୃତକୁ ସଫା କରିବାରେ ସହାୟକ ହୁଏ।
Comments are closed.