fbpx

ପୁରୀ ମୁଖ୍ୟ ଚିକିତ୍ସାଳୟର ଗାଇନିକ୍ ବିଭାଗ OT ସିଲ୍

ପୁରୀ,୧/୮(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ତୀବ୍ର ଭାବେ ବଢି ବଢି ଚାଲିଛି। ଏନେଇ ରାଜ୍ୟରେ ନୂଆ ଗାଇଡ଼ଲାଇନ ମଧ୍ୟ ଜାରି କରିଛନ୍ତି ସରକାର। ଏହାରି ମଧ୍ୟରେ  ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗାଇନିକ୍ ବିଭାଗର OT ସିଲ୍ ହୋଇଛି। ଜଣେ ଡାକ୍ତର ଓ ନର୍ସ କୋରୋନା ପଜିଟିଭ ଚିହ୍ନଟ ପରେ CDMOଙ୍କ ନିର୍ଦେଶରେ ସିଲ୍ ହୋଇଛି ଅପରେସନ ଥିଏଟର ।

Get real time updates directly on you device, subscribe now.