ଭିଜିଲାନ୍ସ ଜାଲରେ ଫସିଲେ ବିଇଓ ଓ କିରାଣି

COVID-19 Updates
  • World 161,336,908
    World
    Confirmed: 161,336,908
    Active: 17,848,900
    Recovered: 140,138,636
    Death: 3,349,372
  • USA 33,589,466
    USA
    Confirmed: 33,589,466
    Active: 6,370,934
    Recovered: 26,620,689
    Death: 597,843
  • India 23,827,104
    India
    Confirmed: 23,827,104
    Active: 3,723,496
    Recovered: 19,844,129
    Death: 259,479
  • Brazil 15,361,686
    Brazil
    Confirmed: 15,361,686
    Active: 1,009,213
    Recovered: 13,924,217
    Death: 428,256
  • Turkey 5,072,462
    Turkey
    Confirmed: 5,072,462
    Active: 227,350
    Recovered: 4,801,291
    Death: 43,821
  • Russia 4,913,439
    Russia
    Confirmed: 4,913,439
    Active: 270,838
    Recovered: 4,527,878
    Death: 114,723
  • UK 4,444,631
    UK
    Confirmed: 4,444,631
    Active: 58,682
    Recovered: 4,258,298
    Death: 127,651
  • Italy 4,139,160
    Italy
    Confirmed: 4,139,160
    Active: 346,008
    Recovered: 3,669,407
    Death: 123,745
  • Germany 3,569,249
    Germany
    Confirmed: 3,569,249
    Active: 242,760
    Recovered: 3,240,300
    Death: 86,189
  • Pakistan 870,703
    Pakistan
    Confirmed: 870,703
    Active: 75,052
    Recovered: 776,315
    Death: 19,336
  • China 90,808
    China
    Confirmed: 90,808
    Active: 291
    Recovered: 85,881
    Death: 4,636

ସୁନ୍ଦରଗଡ, ୪ ।୩(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ସୁନ୍ଦରଗଡ ହେମଗିରିର ବିଇଓ ଓ କିରାଣି । ଲାଞ୍ଚ ନେବା ଅଭିଯୋଗରେ ବିଇଓ ସୁରେନ୍ଦ୍ର ସାହୁ ଓ କିରାଣି ବିରଞ୍ଚି ଖିଲେଇଙ୍କୁ ଧରିଛି ଭିଜିଲାନ୍ସ । ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଭୟଙ୍କୁ ଭିଜିଲାନ୍ସ ଧରିଛି ।

ତେବେ ୟୁସି ଦେବାକୁ ସାହସପୁର ସ୍କୁଲ ପ୍ରଧାନଶିକ୍ଷକଙ୍କଠାରୁ ୩୫ ହଜାଟ ଟଙ୍କା ଲାଞ୍ଚ ନେଉଥିଲେ ବିଇଓ ସୁରେନ୍ଦ୍ର ସାହୁ ଓ କିରାଣି ବିରଞ୍ଚି ଖିଲେଇ । ଖବର ପାଇ ଉଭୟ ବିଇଓ ଓ କିରାଣିଙ୍କୁ ଟଙ୍କା ନେଉଥିବା ବେଳେ ଧରିପକାଇଥିଲା ଭିଜିଲାନ୍ସ ।

Get real time updates directly on you device, subscribe now.

Comments are closed.