ବାଜି ମାରିଲା ବ୍ରହ୍ମପୁର ଆଇଟିଆଇ

ବାଜି ମାରିଲା ବ୍ରହ୍ମପୁର ଆଇଟିଆଇ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକାଶ ପାଇଛି ଅଲ୍ ଇଣ୍ଡିଆ ଆଇଟିଆଇ ରାଙ୍କିଙ୍ଗ । ଦେଶର ୧୦୦ଟି ଆଇଟିଆଇକୁ ମିଳିଛି ଏହି ରାଙ୍କିଙ୍ଗ। ରାଜ୍ୟର ୬ ଆଇଟିଆଇ ଟପ୍ ୧୦୦ ରାଙ୍କିଙ୍ଗ ମଧ୍ୟରେ ସ୍ଥାନ ପାଇଛନ୍ତି । ଏହା ସହ ବ୍ରହ୍ମପୁର ଆଇଟିଆଇ ରାଜ୍ୟରେ ପ୍ରଥମ ସ୍ଥାନ ଏବଂ ଅଲ ଇଣ୍ଡିଆ ରାଙ୍କିଙ୍ଗରେ ଦ୍ୱାଦଶ ସ୍ଥାନରେ ରହିଛି ।

Get real time updates directly on you device, subscribe now.

Comments
Loading...