fbpx
BSKY
BJD MC SKY
BJD YOUTH SKY

ଜୁଲାଇ ୨୯ ଯାଏଁ ବନ୍ଦ ରହିବ ଭଦ୍ରକ ମ୍ୟୁନିସପାଲିଟି

ଭଦ୍ରକ, ୧୬ା୭(ଓଡ଼ିଶା ଭାସ୍କର): ଭଦ୍ରକ ମ୍ୟୁନିସପାଲଟି କାର୍ଯ୍ୟାଳୟ ଜୁଲାଇ ୨୯ ଯାଏଁ ବନ୍ଦ ରହିବ ବୋଲି ସୂଚନା ମିଳିଛି । କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ଜଣେ କର୍ମଚାରୀଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବା ପରେ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି । ଏହାସହ ନିର୍ବାହୀ ଅଧିକାରୀ ସହ ସମସ୍ତ କର୍ମଚାରୀ ସଙ୍ଗରୋଧରେ ରହିବେ । ମ୍ୟୁନିସପାଲଟି କାର୍ଯ୍ୟାଳୟ ବିଶୋଧନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

Get real time updates directly on you device, subscribe now.