fbpx

ଜୁଲାଇ ୩୧ ଯାଏଁ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ: କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ପର୍ଯ୍ୟଟକଙ୍କ ଉପରେ ପ୍ରତିବନ୍ଧକ

Advertisement

ପଟ୍ଟାମୁଣ୍ଡାଇ: କୁମ୍ଭୀର ପ୍ରଜନନ ପାଇଁ ରବିବାର ଠାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ୩ ମାସ ଯାଏଁ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ । ଏହି ସମୟ ମଧ୍ୟରେ ଭିତରକନିକା ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକଙ୍କୁ ଯିବାକୁ ଦିଆଯିବନାହିଁ । ପର୍ଯ୍ୟଟକଙ୍କ ପାଇଁ ସଂପୂର୍ଣ୍ଣ ଭାବରେ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଭିତରକନିକା ଅଭୟାରଣ୍ୟ ଡିଏଫଓ ଯଜ୍ଞଦତ୍ତ ପତି ।

Get real time updates directly on you device, subscribe now.