fbpx

ଭୁବନେଶ୍ୱର: ଘରୋଇ ବିଶ୍ୱବିଦ୍ୟାଳୟ ଆଇନ ଛାତ୍ରୀଙ୍କୁ ରାଗିଂ; ପିଟିଲେ ୩ ସିନିୟର

ଭୁବନେଶ୍ୱର: ଘରୋଇ ବିଶ୍ୱବିଦ୍ୟାଳୟ ଆଇନ ଛାତ୍ରୀଙ୍କୁ ରାଗିଂ । ପ୍ରଥମ ବର୍ଷ ଛାତ୍ରୀଙ୍କୁ ହଷ୍ଟେଲରେ ପିଟିଲେ ୩ ସିନିୟର ଛାତ୍ରୀ । ମାଡ଼ରେ ପ୍ରଥମ ବର୍ଷ ଆଇନ ଛାତ୍ରୀଙ୍କ ହାତ ଓ ଦାନ୍ତ ଭାଙ୍ଗିଯାଇଛି । ଏ ସଂପର୍କରେ ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟି ପାଖରେ ଅଭିଯୋଗ କରିଛନ୍ତି ଛାତ୍ରୀ ।

ତେବେ ଶୃଙ୍ଖଳା କମିଟିରେ ହାଜର ହେଲେନି ୩ ସିନିୟର ଛାତ୍ରୀ । ଶୃଙ୍ଖଳା କମିଟିରେ ହାଜର ନହେବାରୁ ଥାନାରେ ଏତଲା କଲେ ଛାତ୍ରୀ ।

Get real time updates directly on you device, subscribe now.