fbpx

ଭୁବନେଶ୍ୱରରୁ ସୁରତକୁ ଉଡିଲା ବିମାନ

Advertisement

ଭୁବନେଶ୍ୱର,୨୦ ।୧(ଓଡିଶା ଭାସ୍କର): ଆଜି ଭୁବନେଶ୍ୱରରୁ ସୁରତକୁ ସିଧାଳଖ ଉଡିଲା ଏୟାର ଇଣ୍ଡିଆ ବିମାନ । ସକାଳ ୮ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରୁ ସୁରତ ଗଲା ବିମାନ । ପ୍ରଥମଥର ପାଇଁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସିଧା ବିମାନ ସେବା ଆରମ୍ଭ ହୋଇଛି । ଏହି ରୁଟରେ ସୁରତକୁ ସପ୍ତାହରେ ୪ ଥର ବିମାନ ଚଳାଚଳ ହେବ । ପ୍ରତି ସେମାବାର ଓ ଗୁରୁବାର ଭୁବନେଶ୍ୱରକୁ ଯିବ ଓ ପ୍ରତି ଶୁକ୍ରବାର ଓ ରବିବାର ସୁରତରୁ ବିମାନ ଆସିବ ବୋଲି ଜଣାପଡିଛି । ଆଜିର ବିମାନରେ ସାଂସଦ ଅପରାଜିତା ଷଡଙ୍ଗୀ ସୁରତ ଯାଇଛନ୍ତି ।

Get real time updates directly on you device, subscribe now.