ଭାରତର ଦମଦାର ବିଜୟ

News across the Earth, news close to your heart, Read Odisha Bhaskar English

ବେଙ୍ଗାଲୁରୁ, ୧୯।୧:ବେଙ୍ଗାଲୁରୁ ଦିନିକିଆକୁ ୭ ୱିକେଟ୍‌ରେ ଜିତି ୩ ଟିକିଆ ସିରିଜ୍‌ ପୋଛିଲା ଭାରତ । ଏହି ମ୍ୟାଚରେ ୨୯ତମ ଶତକ ହାସଲ କରିଛନ୍ତି ରୋହିତ ଶର୍ମା । ସେହିପରି ଅଧିନାୟକ ବିରାଟ କୋହଲି  ୫୦୦୦ ରନ୍‌ ପୂରଣ କରିଛନ୍ତି ।

Get real time updates directly on you device, subscribe now.