fbpx

ଆସନ୍ତା ୧୩ରେ ଭୁବନେଶ୍ୱରର ୟୁନିଟ-୧ ହାଟ ବନ୍ଦ, ହେଲେ କାହିଁକି ଜାଣନ୍ତୁ

ଭୁବନେଶ୍ୱର, ୧୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । କିନ୍ତୁ ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ କ୍ୟାରିଅରକୁ ଦୃଷ୍ଟିରେ ରଖି ଏନଏଟି ଓ ୟୁଜି ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେଣୁ ପରୀକ୍ଷା ପାଇଁ ସେପ୍ଟେମ୍ବର ୧୩ରେ ସମ୍ପୂର୍ଣ୍ଣ ଭୁବନେଶ୍ୱରର ୟୁନିଟ-୧ ହାଟ ବନ୍ଦ ରହିବ । ଏନଟିଏ-ୟୁଜି ପରୀକ୍ଷା ଆୟୋଜନକୁ ନଜରରେ ରଖି ବିଏମସି ପକ୍ଷରୁ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ମାର୍କେଟର ହୋଲସେଲ୍ ଓ ରିଟେଲ ହାଟ ଖୋଲିବା ଉପରେ କଟକଣା ଲାଗୁ କରାଯାଇଛି ।

Get real time updates directly on you device, subscribe now.