fbpx
BJD SKY
BJD SKY

BIG BREAKING: ନୂଆବର୍ଷରେ ବଡ଼ ଅଘଟଣ: ଡ୍ୟାମରେ ଫସିଲେ ୧୦ ପର୍ଯ୍ୟଟକ

BJD

ଓଡିଶା ଭାସ୍କର: ବର୍ଷର ପ୍ରଥମ ଦିନରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି। ଡ୍ୟାମରେ ଫସିଲେ ୧୦ରୁ ଅଧିକ ପର୍ଯ୍ୟଟକ। ନୀଳଗିରି ଥାନା ସିଆଡ଼ିମାଳ ଗାଁର ବୁଗାଳିବନ୍ଧ ଡ୍ୟାମରେ ଏହି ଅଘଟଣ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ପର୍ଯ୍ୟଟକ ଜଙ୍ଗଲରୁ ଡ୍ୟାମ ଦେଇ ରିସର୍ଟ ଯାଉଥିଲେ। ଏହି ସମୟରେ ମାଟିହାଣ୍ଡି ଭେଳା ଭାଙ୍ଗିଯିବାରୁ ବୁଗାଳିବନ୍ଧ ଡ୍ୟାମରେ ପର୍ଯ୍ୟଟକ ମାନେ ଫସିଥିବା ସୂଚନା ମିଳିଛି। ମାଟି ହାଣ୍ଡି ଭେଳାରେ ଟଣା ହୋଇ ସମସ୍ତ ପର୍ଯ୍ୟଟକ ପାଣିରେ ଯାତ୍ରା କରୁଥିଲେ। ତେବେ ଏଥିରେ ୧୦ରୁ ଅଧିକ ପର୍ଯ୍ୟଟକ ଫସିଥିବା ଜଣାପଡିଛି।

 

Get real time updates directly on you device, subscribe now.