fbpx
BSKY SKY
BSKY SKY

Big Breaking: ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ, ସକାଳ ୬ରୁ ସଂଧ୍ୟା ୬ ଯାଏଁ ବନ୍ଦ ପାଳନ

BSKY

କଳାହାଣ୍ଡି: ବିଜେପି ପକ୍ଷରୁ ଆଜି କଳାହାଣ୍ଡିରେ ୧୨ ଘଣ୍ଟିଆ ବନ୍ଦପାଳନ କରାଯାଉଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ଜିଲ୍ଲାରେ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବିଜେପି ଆଜି ଏହି ବନ୍ଦ ପାଳନ ଡାକରା ଦେଇଛି । ଦରଦାମ ବୃଦ୍ଧି, କପାର ଅଭାବୀ ବିକ୍ରି , ବିଦ୍ୟୁତ ଦର ବୃଦ୍ଧି ଆଦିର ପ୍ରତିବାଦ କରି ବିଜେପି ଏହି ବନ୍ଦ ଡାକରା ଦେଇଛି । ତେବେ ଏହା ବସ ଟ୍ରକ ଯାତାୟାତ ତଥା ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.