fbpx

Big Breaking: ହସ୍ପିଟାଲ ନେବା ବାହାନାରେ ଚଳନ୍ତା ବସରେ ନାବାଳିକାକୁ କଲେ ଦୁଷ୍କର୍ମ 

Advertisement

ଯାଜପୁର: ଚଳନ୍ତା ବସରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଏପରି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି ଯାଜପୁର ଜିଲ୍ଳା ଦଶରଥପୁର ଅଞ୍ଚଳରେ । ଭଦ୍ରକରୁ କୋଲକାତା ଯାଉଥିବା ସମୟରେ ନାବାଳିକାଙ୍କୁ ଏଭଳି ଦୁର୍ବ୍ୟବହାର କରାଯାଇଥିବା ସୂଚନା ମିଳିଛି । ହସ୍ପିଟାଲ ନେବା ବାହାନାରେ ପୀଡିତାଙ୍କ ବଡ଼ବାପା ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.