fbpx
BSKY
BJD SHG SKY
BJD YOUTH SKY

BIG BREAKING…କଟକ ଗୋପାଳପୁର ଛକରେ ଓଲଟିଲା ବସ୍‌; ଅନେକ ଯାତ୍ରୀ ଆହତ

କଟକ : ସରସ୍ୱତୀପୂଜାରେ ବଡ଼ ଅଘଗଣ । କଟକ ଗୋପାଳପୁର ଛକରେ ଓଲଟି ପଡ଼ିଲା ବସ୍‌ । ଏନଏଚ୍‌-୧୬ରେ ଓଲଟି ପଡ଼ିଲା ବସ୍ । ବସ୍ ରେ ଥିବା ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା । କଟକରୁ ଭୁବନେଶ୍ୱର ଗଲା ବେଳେ ଓଲଟି ପଡ଼ିଲା ‘ଚନ୍ଦନ’ ବସ୍‌ । ଯାତ୍ରୀଙ୍କ ସୁରକ୍ଷା ପାଇଁ ପହଞ୍ଚିଲା ଆମ୍ୱୁଲାନସ୍ ।

Get real time updates directly on you device, subscribe now.