fbpx

BIG BREAKING; ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ

Advertisement

ଓଡିଶା ଭାସ୍କର; ପୁଣି ଆଉ ଏକ ଟ୍ରେନ ଲାଇନଚ୍ୟୁତ । ସରଲା ନିକଟରେ ମେମୁ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା । ଦୁର୍ଘଟଣାରେ କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ତେବେ ଏକ ଗାଈକୁ ଧକ୍କା ଦେଇ ଏହି ଟ୍ରେନ ଲାଇନଚ୍ୟୁତ ହୋଇଥିବା କୁହାଯାଉଛି । ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିଲା ଏହି ମେମୁ ପାସେଞ୍ଜର ଟ୍ରେନ ।

Get real time updates directly on you device, subscribe now.