fbpx

ପରଲୋକରେ ବିଶିଷ୍ଟ ଗାୟକ ଏସ.ପି.ବାଲସୁବ୍ରମଣ୍ୟମ

ଭୁବନେଶ୍ୱର, ୨୫ା୯(ଓଡ଼ିଶା ଭାସ୍କର): ବିଶିଷ୍ଟ ଗାୟକ ଏସ.ପି.ବାଲସୁବ୍ରମଣ୍ୟମଙ୍କ ପରଲୋକ ଘଟିଛି । କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ବୟସ ହୋଇଥିଲା । ହିନ୍ଦୀ, ତାମିଲ ଓ ତେଲୁଗୁ ଫିଲ୍ମର ସେ ଅନେକ ଗୀତ ଗାଇଥିଲେ । ମେନେ ପ୍ୟାର କିୟା, ହମ ଆପକେ ହେ କୌନ, ଏକ ଦୁଜେ କେ ଲିଏ ଫିଲ୍ମରେ ଗୀତ ପାଇଁ ସେ ପ୍ରସିଦ୍ଧ ହୋଇଥିଲେ ।

 

Get real time updates directly on you device, subscribe now.