fbpx

BIG BREAKING; ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ

Advertisement

ଓଡିଶା ଭାସ୍କର; ପୁଣି ଆଉ ଏକ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ । ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଥିବା ଖବର ଆସି ପହଞ୍ଚିଛି । ବିଜୟନଗରମ ଆଲମଣ୍ଡା ଷ୍ଟେସନ ନିକଟରେ ଏହି ଟ୍ରେନର କିଛି ବଗି ଲାଇନଚ୍ୟୁତ ହୋଇଛି । ତେବେ ଏଥିରେ ହୋଇଥିବା କ୍ଷୟକ୍ଷତି ନେଇ କୌଣସି ସବିଶେଷ ତଥ୍ୟ ମିଳିପାରି ନାହିଁ ।

Get real time updates directly on you device, subscribe now.