fbpx

କମିଲା ସୁନା ଦାମ୍, ଜାଣନ୍ତୁ ଆଜିର ରେଟ

ଲକଡାଉନ୍ ଯୋଗୁଁ ସୁନା ଦର ଆକାଶଛୁଆଁ ହୋଇଥିଲା । କିନ୍ତୁ ଲଗାତାର ୩ ଦିନ ହେବ ସୁନା ଓ ରୂପା ଦାମ୍ କମିବାରେ ଲାଗିଛି । ଗତକାଲି ଏମ୍‌ସିଏକ୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ୨୪ କ୍ୟାରେଟ ସୁନାଦର ପ୍ରତି ୧୦ଗ୍ରାମ ହ୍ରାସ ପାଇ ୪୬,୯୦୦ ଟଙ୍କାରେ ପହଞ୍ଚିଥିଲା । ସେହିପରି MCX ରେ ସିଲଭର ଫ୍ୟୁଚର ୧.୬% ହ୍ରାସ ପାଇ କେଜି ପିଛା ୪୮,୨୫୫ ରହିଥିଲା | ଗତ ସପ୍ତାହରେ, ଆମେରିକା-ଚୀନ୍ ମଧ୍ୟରେ ତିକ୍ତତା ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ପ୍ରୋତ୍ସାହନ ଆଶଙ୍କା ମଧ୍ୟରେ ବିଭିନ୍ନ ଧାତୁର ଦାମ୍‌ ଖସିଛି । ଯାହାର ପରିମାଣ ସୁନା ଦର ୪୭,୯୮୦ ଡଲାରରେ ପହଞ୍ଚିଛି | ସୁନାର ବିଶ୍ୱସ୍ତରୀୟ ମୂଲ୍ୟ ୦.୫୦ ପ୍ରତିଶତ ବା ୮.୮୦ ଡଲାର ହ୍ରାସ ସହିତ ୧୭୪୩.୩୦ ଡଲାର ପ୍ରତି ଆଉନ୍ସରେ ଚାଲିଛି ।
ତେବେ ଆସନ୍ତୁ ଜାଣିବା ଆଜିର ସୁନା ରେଟ..

ଆସନ୍ତୁ ଜାଣିବା ଆଜିର ରୂପା ରେଟ..

Get real time updates directly on you device, subscribe now.