fbpx
BJD SKY
BJD SKY

୨୮ରେ ଓଡ଼ିଶା ଆସିବେ ବିଲ୍ ଗେଟସ୍‌, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ କୃଷି ଭବନ ପରିଦର୍ଶନ କରିବେ

BJD

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ବିଲ୍ ଗେଟସ୍ । ଏହି ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଏହାସହିତ କୃଷି ଭବନ ପରିଦର୍ଶନ କରିବେ ବିଲ୍ ଗେଟସ୍ । ଏ ନେଇ ବିଲ୍ ଗେଟସ୍ ଫାଉଣ୍ଡେସନ ସହ ଚୁକ୍ତି ହୋଇଥିଲା । ୨୦୧୭ରେ ଚୁକ୍ତି କରିଥିଲେ ରାଜ୍ୟ ସରକାର । କ୍ଷୁଦ୍ର ଚାଷୀଙ୍କ ଆୟ ବୃଦ୍ଧି ଲାଗି ହୋଇଥିଲା ଚୁକ୍ତି । ଏ ଦିଗରେ ବିଲ୍ ଗେଟସ୍ ଫାଉଣ୍ଡେସନ ବୈଷୟିକ ସହାୟତା ଯୋଗାଉଛି ।

Get real time updates directly on you device, subscribe now.