fbpx
BSKY
BJD SHG SKY
BJD YOUTH SKY

ବେବି ବମ୍ପ ସହ ପୁଣି ଏକ ଭିଡିଓରେ ନଜର ଆସିଲେ ବିପାଶା, ଭିଡିଓ ସେୟାର କରି ଲେଖିଲେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିପାଶା ବସୁ ମା’ ହେବାକୁ ଯାଉଛନ୍ତି । ଖାଲି ସେତିକି ନୁହେଁ ସେ ତାଙ୍କର ପ୍ରେଗନେନ୍ସୀକୁ ଏନଜୟ ମଧ୍ୟ କରୁଛନ୍ତି । ଏହି ମାସରେ ବିପାସା ବସୁ ମା’ ହେବା ନେଇ ଘୋଷଣା କରିଥିଲେ । ଏହାସହ ସେ ଇନଷ୍ଟାଗ୍ରାମରେ ଲଗାତାର ନିଜର ବେବି ବମ୍ପ ଫ୍ଲଣ୍ଟ କରୁଥିବାର ନଜର ମଧ୍ୟ ଆସୁଛନ୍ତି । ଏବେ ବିପାଶା ଏକନୂଆ ଭିଡିଓ ସେୟାର କରିଛନ୍ତି ।

ନୂଆ ଭିଡିଓରେ ବିପାଶା ବସୁଙ୍କ ଆଉଁସିବାର ନଜର ଆସିଛନ୍ତି । ବିପାଶା ଏହି ଭିଡିଓକୁ ସେୟାର କରି, କ୍ୟାପ୍ସନରେ ଲେଖିଛନ୍ତି । ‘ବେବି ଆସୁଛି, ଜୟ ମାତା ଦି’…

Get real time updates directly on you device, subscribe now.