fbpx

କେନ୍ଦ୍ରର ନୂଆ ସାମରିକ ବ୍ୟାପାର ବିଭାଗର ମୁଖ୍ୟ ହେବେ ବିପିନ ରାୱତ

ନୂଆଦିଲ୍ଲୀ, ୧୦ା୧: କେନ୍ଦ୍ରର ନୂଆ ସାମରିକ ବ୍ୟାପାର ବିଭାଗର ରୂପରେଖ ଆଜି ସ୍ପଷ୍ଟ ହୋଇଛି । ସେହି ବିଭାଗର ମୁଖ୍ୟ ଭାବେ ରହିବେ ନୂଆ ସିଡ଼ିଏସ ଜେନେରାଲ ବିପିନ ରାୱତ । ସିଡ଼ିଏସଙ୍କ ଅଧୀନରେ ୨ଜଣ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ ରହିବେ । ଏହାସହ ୧୩ଜଣ ଉପସଚିବ ଓ ୨୨ଜଣ ଅନୁସଚିବ ବି ବିଭାଗରେ ନିଯୁକ୍ତ ହେବେ ।

Get real time updates directly on you device, subscribe now.