fbpx

ବିଶ୍ୱନାଥଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର

ଜଗତସିଂହପୁର,୯ ।୮(ଓଡିଶା ଭାସ୍କର): ଆଜି ହେଉଛି କ୍ରାନ୍ତି ଦିବସ । ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କୁ ମିଳିଛି ରାଷ୍ଟ୍ରପତି ପୁରସ୍କାର । ଜଗତସିଂହପୁର ବାଲିକୁଦା ବ୍ଲକ ସିନ୍ଧୋଳ ଗାଁରେ ବିଶ୍ୱନାଥଙ୍କ ଘର । କରୋନା ଯୋଗୁଁ ଦିଲ୍ଲୀ ପରିବର୍ତ୍ତେ ତାଙ୍କୁ ଗାଁରେ ହିଁ ସମ୍ବର୍ଦ୍ଧିତ କରାଯାଇଛି । ତେବେ ବିଶ୍ୱନାଥଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।

Get real time updates directly on you device, subscribe now.