fbpx

ପୋଲିସ କବଜାରେ ଅନୁପ ସାଏ

ଝାରସୁଗୁଡ଼ା, ୧୩ା୨(ଓଡ଼ିଶା ଭାସ୍କର): ରାୟଗଡ଼ ଚକ୍ରଧରନଗର ଥାନାରେ ବିଜେଡ଼ି ନେତା ଅନୁପ ସାଏଙ୍କୁ ଅଟକ ରଖାଯାଇଛି । ଗତକାଲି ରାତିରେ ଝାରସୁଗୁଡ଼ାରୁ ଉଠାଇ ନେଇଥିଲା ଛତିଶଗଡ଼ ପୋଲିସ । ଏକ ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଛତିଶଗଡ଼ ପୋଲିସ ତାଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି । ରାଜ୍ୟ ପାଣ୍ୟାଗାର ନିଗମର ଅଧ୍ୟକ୍ଷ ଅଛନ୍ତି ଅନୁପ କୁମାର ସାଏ । ବ୍ରଜରାଜନଗରରୁ ୩ଥର କଂଗ୍ରେସ ଟିକେଟରୁ ବିଧାୟକ ରହିଥିଲେ । ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ ଅନୁପ ।

Get real time updates directly on you device, subscribe now.