fbpx

ଜଗତସିଂହପୁର ଓ ପାରାଦୀପ ପାଇଁ ବିଜେଡି ପକ୍ଷରୁ ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଗତସିଂହପୁର ଓ ପାରାଦୀପ ପାଇଁ ବିଜେଡି ପକ୍ଷରୁ ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଘୋଷଣା ହୋଇଛି । ଅଧ୍ୟକ୍ଷ ପଦ ପାଇଁ ବିଜେଡି ପକ୍ଷରୁ ଜଗତସିଂହପୁରରେ ରାଜଶ୍ରୀ ମହାପାତ୍ରଙ୍କ ନାମ ଘୋଷଣା ହୋଇଥିବା ବେଳେ ପାରାଦୀପ ପାଇଁ କୁମାର ବିଶ୍ବାଳଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ତେବେ ରାଜ୍ୟରେ ପୌର-ନିର୍ବାଚନ ପାଇଁ ଆଜି ହେଉଛି ନୋମିନେସନ୍‌ର ଶେଷ ଦିନ । ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଦାଖଲ କରିବେ ନାମାଙ୍କନ ପତ୍ର । ତେଣୁ ଆଜି ଶେଷ ଦିନରେ ନାମାଙ୍କନ କେନ୍ଦ୍ରରେ ଆହୁରି ଜମିବ ଭିଡ଼ ବୋଲି ଆଶଙ୍କା ।

Get real time updates directly on you device, subscribe now.