fbpx

ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ କର୍ମକର୍ତ୍ତା ନିଯୁକ୍ତିକୁ ଅନୁମୋଦନ, ଜାଣନ୍ତୁ କେଉଁଥି ପାଇଁ କିଏ

ଭୁବନେଶ୍ୱର, ୨୩/୯(ଓଡିଶା ଭାସ୍କର): ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ କର୍ମକର୍ତ୍ତା ନିଯୁକ୍ତିକୁ ଅନୁମୋଦନ ମିିିଳିଛି । ଜିଲ୍ଲା ସଭାପତିଙ୍କ ନିଯୁକ୍ତିକୁ ବି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଞ୍ଜୁରି ଦେଇଛନ୍ତି। ବୈକୁଣ୍ଠ ନାୟକ ହେଲେ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି । ସେହିପରି ଏଲିନା ଦାଶ ହୋଇଛନ୍ତି ସାଧାରଣ ସଂପାଦିକା ।

ଏହାସହ ୩ ବରିଷ୍ଠ ଉପସଭାପତି ନିଯୁକ୍ତ ପାଇଛନ୍ତି। ୩ ଜଣ ହେଲେ ରାଣାପ୍ରତାପ ପାତ୍ର, ଧୃତିରଂଜନ ମାର୍ଥା ଓ ଜ୍ୟୋତ୍ସ୍ନାମୟୀ ପରିଡ଼ା । ୬ ଜଣ ଜୋନ୍‌ ସଭାପତି, ୧୦ ଜଣ ଉପସଭାପତିଙ୍କୁ  ମଧ୍ୟ ନିଯୁକ୍ତି ମିିଳିଛି । ୨୮ ସାଧାରଣ ସଂପାଦକ, ୩୫ ସଂପାଦକ, ୨୫ ଯୁଗ୍ମ ସଂପାଦକ, ୩୩ ଜଣ ଜିଲ୍ଲା ସଭାପତିଙ୍କୁ ମଧ୍ୟ ନିଯୁକ୍ତି ମିିଳିଛି।

Get real time updates directly on you device, subscribe now.