fbpx

ଭୁବନେଶ୍ୱର, କଳାହାଣ୍ଡି ଜିଲ୍ଲା ସଭାପତି ନିଯୁକ୍ତ କଲା ବିଜେପି

ଭୁବନେଶ୍ୱର, ୨ା୬(ଓଡ଼ିଶା ଭାସ୍କର): ବିଜେପିର ଦୁଇ ଜିଲ୍ଲା ସଭାପତି ନିଯୁକ୍ତି ହୋଇଛନ୍ତି । ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି ବିଜେପି । ବାବୁ ସିଂ ବିଜେପିର ଭୁବନେଶ୍ୱର ଜିଲ୍ଲା ସଭାପତି ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ହୋଇଛନ୍ତି ଦେବେନ୍ଦ୍ର ମହାନ୍ତି ।

Get real time updates directly on you device, subscribe now.