fbpx

BREAKING…ପ୍ରଦୀପ ପାଣିଗ୍ରାହୀଙ୍କ ପଞ୍ଜରା ହାଡ଼-ଫୁସ୍‌ଫୁସ୍‌ରେ ଆଘାତ; ଏମ୍ସକୁ କରାଗଲା ସ୍ଥାନାନ୍ତର

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପଞ୍ଜରା ହାଡ଼ ଓ ଫୁସ୍‌ଫୁସ୍‌ରେ ଆଘାତ ଲାଗିଥିବାରୁ ସ୍ଥାନାନ୍ତର ହୋଇଛନ୍ତି । ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଲିଛି।

ଗୋଷାଣୀ ନୂଆଗାଁ ବୁଥ ଆଗରେ ଗଣ୍ଡଗୋଳରେ ଆହତ ହୋଇଥିଲେ ପ୍ରଦୀପ । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କରଙ୍କ ସହ ଗଣ୍ଡଗୋଳରେ ଆହତ ହୋଇଥିଲେ । ଗତକାଲି MKCGରେ ଭର୍ତ୍ତି ହୋଇଥିଲେ, ଆଜି ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.