fbpx
BJD SKY
BJD SKY

ମହାନଗର ନିର୍ବାଚନ ପାଇଁ ବିଏମସି ପକ୍ଷରୁ ପ୍ରକାଶ ପାଇଲା ଭୋଟର ତାଲିକା: ସବୁ ୱାର୍ଡ ଅଫିସରେ ଉପଲବ୍ଧ ତାଲିକା

BJD

ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର ହେବାକୁ ଯାଉଛି ପୌର ନିର୍ବାଚନ । କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ, ମେୟର ପଦବୀ ପାଇଁ ନିର୍ବାଚନ ହେବ । ୪୮ ଟି ପୌର ପରିଷଦ, ୫୯ଟି ଏନଏସି ସହ ୩ଟି ମହାନଗରରେ ହେବ ନିର୍ବାଚନ ।

ଏହାରି ମଧ୍ୟରେ ଗୁରୁବାର ମହାନଗର ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛି ବିିଏମସି । ୭୦୫ ବୁଥର ୭ ଲକ୍ଷ ୨୫ ହଜାର ୭୬୫ ଭୋଟରଙ୍କ ତାଲିକା ପ୍ରକାଶ । ଭୋଟର ତାଲିକା ବିଏମସି ଅଫିସ୍ ସହ ସମସ୍ତ ୱାର୍ଡ ଅଫିସରେ ଉବଲବ୍ଧ ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.