fbpx

ଘରୋଇ ହସ୍ପିଟାଲକୁ ବିଏମସିର ନିର୍ଦ୍ଦେଶ, ଜାଣନ୍ତୁ କ’ଣ

ଭୁବନେଶ୍ୱର,୨୯ ।୬(ଓଡିଶା ଭାସ୍କର): କରୋନା ପାଇଁ ବିଏମସିର କଡା ପଦକ୍ଷେପ । ଭୁବନେଶ୍ୱରର ସବୁ ଘରୋଇ ହସ୍ପିଟାଲ ଓ ନର୍ସିଂହୋମକୁ ବିଏମସି କଡା ନିର୍ଦ୍ଦେଶ ଦେଇଛି । ବିଏମସିର ନିର୍ଦ୍ଦେଶାନୁସାରେ, ବସ୍ତି ଅଞ୍ଚଳରେ ରହୁଥିବା କର୍ମଚାରୀଙ୍କୁ ହସ୍ପିଟାଲ ପରିସରରେ ରଖ । ବସ୍ତି ଅଞ୍ଚଳରେ କର୍ମଚାରୀଙ୍କୁ ୧୪ ଦିନ ଯାଏଁ ସିପ୍ଟରେ ରଖାଯାଉ । କୋଭିଡ ରିପୋର୍ଟ ନେଗେଟିଭ୍ ଆସିବା ପରେ ଯାଇ ବଦଳିଯିବେ କର୍ମଚାରୀ । ଏହାର ତଦାରଖ ପାଇଁ ଜଣେ ନେଡୋଲ ଅଫିସରଙ୍କୁ ନିଯୁକ୍ତ କରିବ ହସ୍ପିଟାଲ ।’

ସିଫ୍ଟ ଓ କର୍ମଚାରୀ ବିବରଣୀ BMCକୁ ଜଣାଇବେ ନୋଡାଲ ଅଫିସର। ତେବେ ଘରୋଇ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.