fbpx
BSKY SKY
BSKY SKY

କରୋନା କଟକଣାକୁ ଫୁ: ସିଲ୍ ହେଲା ଗ୍ରୀନ୍ ଚିଲିଜ୍

BSKY

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : କରୋନା କଟକଣା ଉଲ୍ଲଂଘନ କାରଣରୁ ଆଉ ଏକ ରେଷ୍ଟୁରାଣ୍ଟକୁ ସିଲ୍ କରିଛି ବିଏମସି । ଭୁବନେଶ୍ୱରର ଗୋପବନ୍ଧୁ ନଗର ସ୍ଥିତ ଗ୍ରିନ ଚିଲିଜ୍ ରେଷ୍ଟୁରାଣ୍ଟକୁ ରବିବାର ବିଏମସି ପକ୍ଷରୁ ସିଲ୍ କରି ଦିଆଯାଇଛି । ଲକଡାଉନ୍ ଏବଂ ସପ୍ତାହନ୍ତ ଶଟଡାଉନ୍ ସତ୍ତେ୍ୱ ଏହି ରେଷ୍ଟୁରାଣ୍ଟ ଅଫଲାଇନ୍ ଗ୍ରାହକଙ୍କୁ ଖାଦ୍ୟ ପ୍ରଦାନ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ବିଏମସିର ଆସିଷ୍ଟାଣ୍ଟ କମିଶନର ଲିଲନ ପ୍ରସାଦ ସାହୁଙ୍କ ନେତୃତ୍ୱରେ ବିଏମସିର ଏକ ଟିମ୍ ଏହାକୁ ସିଲ କରି ଦେଇଥିଲେ ।

Get real time updates directly on you device, subscribe now.