• Likes
  • Followers
  • Subscribers
  • Followers
  • Android App
  • Saturday, July 12, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • BoB Alert: ଆସନ୍ତା ୨୪ ସୁଦ୍ଧା ଜରୁରୀ କାମ ସାରି ଦିଅନ୍ତୁ, ନଚେତ୍ ଆକାଉଣ୍ଟ ବନ୍ଦ ହୋଇପାରେ

BoB Alert: ଆସନ୍ତା ୨୪ ସୁଦ୍ଧା ଜରୁରୀ କାମ ସାରି ଦିଅନ୍ତୁ, ନଚେତ୍ ଆକାଉଣ୍ଟ ବନ୍ଦ ହୋଇପାରେ

By Manas Pradhan On Mar 19, 2023 at 11:02 AM
Bob Alert
Share

ନୂଆଦିଲ୍ଲୀ: ଅନେକ ସମୟରେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ପାଖକୁ ଜରୁରୀ ମେସେଜ୍ ଆସିଥାଏ । ମାତ୍ର ବେଳେବେଳେ କିଛି ଗ୍ରାହକ ଏହାକୁ ଅଣଦେଖା କରିଦେଇଥାନ୍ତି । ତେବେ ଏହି ସାମାନ୍ୟ ଭୁଲ ପାଇଁ ପରବର୍ତ୍ତୀ ସମୟରେ ଗ୍ରାହକମାନେ ବଡ଼ ବଡ଼ ସମସ୍ୟାରେ ପଡ଼ି ଛଟପଟ ହୋଇଥାନ୍ତି । ତେବେ ଏହା ମଧ୍ୟରେ ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ଗ୍ରାହକଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ବିଓବି ପକ୍ଷରୁ ଜାରି ସୂଚନା ମୁତାବକ, ନିୟମ ନ ମାନିଲେ ଆସନ୍ତା ୨୪ ତାରିଖ ମଧ୍ୟରେ ଗ୍ରାହକଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ । ବର୍ତ୍ତମାନ ସୁଦ୍ଧା ଯେଉଁମାନେ ‘ନୋ ୟୋର କଷ୍ଟମର୍ସ’ (କେୱାଇସି) ପ୍ରକ୍ରିୟା ସମାପ୍ତ କରିନାହାନ୍ତି, ସେମାନେ ଯଥାଶୀଘ୍ର ଏହି ଜରୁୀ କାମ ସାରି ଦିଅନ୍ତୁ । କେୱାଇସି କାମ ନ ସାରିଲେ ଗ୍ରାହକମାନେ ଆଗକୁ ବହୁ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଛି । ଏପରିକି ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନିଷ୍କ୍ରିୟ ହୋଇପାରେ ।

ତେବେ ବର୍ଦ୍ଧିତ ଫ୍ରଡ ମାମଲାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦେଶର ସମସ୍ତ ବ୍ୟାଙ୍କକୁ ସେଣ୍ଟ୍ରାଲ କେୱାଇସି କରାଇବା ପାଇଁ ପରାମର୍ଶ ଦେଇଥାଏ । ତେଣୁ ଆସନ୍ତା ୨୪ ତାରିଖ ସୁଦ୍ଧା ବ୍ୟାଙ୍କ ଗ୍ରାହକମାନେ କେୱାଇସି କାମ ସାରିଦେବା ଜରୁରୀ । ବ୍ୟାଙ୍କ ନିଜର ଗ୍ରାହକଙ୍କୁ ନୋଟିଓ ଦେଇ ଓ ଏସଏମଏସ ପଠାଇ ଏନେଇ ସାବଧାନ କରାଯାଉଛି । ଗ୍ରାହକମାନେ ନିଜର ବ୍ୟାଙ୍କ ଶାଖାକୁ ଯାଇ ସମସ୍ତ ଡକ୍ୟୁମେଣ୍ଟ ଜମା କରି ଏହି ପ୍ରକ୍ରିୟା ସମାପ୍ତ କରିପାରିବେ । ପୂର୍ବରୁ ଗ୍ରାହକଙ୍କୁ ଅଲଗା ଅଲଗା କାମ ପାଇଁ କେୱାଇସି କରିବାକୁ ପଡ଼ୁଥିଲା । ମାତ୍ର ଏବେ ସିକେୱାଇସି କରିବା ପରେ ଆଉ ବାରମ୍ବାର ବାରମ୍ବାର ଆବଶ୍ୟକ ହେଉ ନାହିଁ । ସିକେୱାଇ ଜରିଆରେ ବ୍ୟାଙ୍କମାନେ ନିଜର ଗ୍ରାହକଙ୍କ ଡାଟା ଡିଜିଟାଲ ଫର୍ମାଟରେ ନିଜ ପାଖରେ ସେଭ୍ କରି ରଖିଥାନ୍ତି ।

ଆହୁରି ପଢନ୍ତୁ

ଧରାପଡ଼ିଲା ସତ… ୱାକଫ୍ ସଂଶୋଧନ ବିଲକୁ…

ଭ୍ୟୁଜ୍-ଲାଇକ୍ ନିଶା; ପିଇଗଲା ବାଇକ୍‌ର Engine…

Share

Prev Post

ଶିଶୁକୁ ଜନ୍ମ ଦେବା ପରେ ମଧ୍ୟ ମହିଳା କର୍ମଚାରୀଙ୍କୁ ଦିଆଯିବ ମାତୃତ୍ୱ ଛୁଟି, ହାଇକୋର୍ଟର ଆଦେଶ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

Next Post

Inluenza Virus: H3N2 ଭୂତାଣୁ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ? ଡାଏଟ୍ ରେ ସାମିଲ କରନ୍ତୁ ଏହି ଖାଦ୍ୟ

You might also like More from author
Breaking News

ଧରାପଡ଼ିଲା ସତ… ୱାକଫ୍ ସଂଶୋଧନ ବିଲକୁ ବିରୋଧ କରିଥିଲେ କେବଳ ମୁନା ଖାନ୍, ବାକି ୫…

Breaking News

ଭ୍ୟୁଜ୍-ଲାଇକ୍ ନିଶା; ପିଇଗଲା ବାଇକ୍‌ର Engine Oil, ଆଉ ତା’ପରେ…

Breaking News

ତେଲ ସଙ୍କଟ ପରେ ଶନିବାର ନୂଆ ତେଲ ଦର ଜାରି; ଜାଣନ୍ତୁ ଆଜିର ପେଟ୍ରୋଲ-ଡିଜେଲ ମୂଲ୍ୟ…

Breaking News

ପେଟ୍ରୋଲ ଟେନସନ୍ ଖତମ୍: ହିରୋର ଏହି ଇଲେକ୍ଟ୍ରିକ୍ ସ୍କୁଟି ଏବେ ମାତ୍ର 45 ହଜାରରେ, ଫିଚର୍ସ ଜାଣିଲେ…

Breaking News

Big Breaking: ଜୁଏଲ ଓରାମଙ୍କ ବଡ଼ ଘୋଷଣା “ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ”

Breaking News

ମଠରେ ପିଲା ଶୋଇଥିଲେ, ଉପରୁ ହେଲା ବୋମା ବର୍ଷା; ବୌଦ୍ଧ ମଠ ଉପରେ ସେନାର ଏୟାର ଷ୍ଟ୍ରାଇକ୍, ୨୩…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଧରାପଡ଼ିଲା ସତ… ୱାକଫ୍ ସଂଶୋଧନ ବିଲକୁ…

ଭ୍ୟୁଜ୍-ଲାଇକ୍ ନିଶା; ପିଇଗଲା ବାଇକ୍‌ର Engine…

ତେଲ ସଙ୍କଟ ପରେ ଶନିବାର ନୂଆ ତେଲ ଦର ଜାରି;…

ପେଟ୍ରୋଲ ଟେନସନ୍ ଖତମ୍: ହିରୋର ଏହି…

ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ ଭାଙ୍ଗି…

Big Breaking: ଜୁଏଲ ଓରାମଙ୍କ ବଡ଼ ଘୋଷଣା “ମୁଁ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଧରାପଡ଼ିଲା ସତ… ୱାକଫ୍ ସଂଶୋଧନ ବିଲକୁ…

ଭ୍ୟୁଜ୍-ଲାଇକ୍ ନିଶା; ପିଇଗଲା ବାଇକ୍‌ର Engine…

ତେଲ ସଙ୍କଟ ପରେ ଶନିବାର ନୂଆ ତେଲ ଦର ଜାରି;…

ପେଟ୍ରୋଲ ଟେନସନ୍ ଖତମ୍: ହିରୋର ଏହି…

Prev Next 1 of 27,182
© 2025 - TK Digital All Rights Reserved.