fbpx

ଯାଜପୁର: NHରେ ୨ ଯୁବକଙ୍କ ମୃତଦେହ ଠାବ

ଯାଜପୁର(ଓଡ଼ିଶା ଭାସ୍କର): ଏନଏଚରେ ୨ ଯୁବକଙ୍କ ମୃତଦେହ ଠାବ କରାଯାଇଛି । ଯାଜପୁର ଜିଲ୍ଲା ପାଣିକୋଇଲି ଟୋଲଗେଟ ସୋତି ନିକଟରେ ଦୁହିଁଙ୍କ ମୃତଦେହ ଠାବ କରାଯାଇଛି । ବନ୍ଦ ଥିବା ରାସ୍ତାର ଗୋଟିଏ ପାଶ୍ୱର୍ରେ ୨ଟି ମୃତଦେହ ପଡିଛି । ମରାମତି କାମ ଯୋଗୁଁ ରାସ୍ତାର ଗୋଟିଏ ପାର୍ଶ୍ଵ ବନ୍ଦ ରହିଛି । କିନ୍ତୁ ଉଭୟ ମୃତ ଯୁବକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ଏହା ଦୁର୍ଘଟଣା କି ଜାଣିଶୁଣି କେହି ହତ୍ୟା କରିଛି, ତାହା ବି ଜଣାପଡିଛି । ଏନେଇ ଯାଜପୁର ପୋଲିସ ଘଟଣାର ଛାନଭିନ୍ ଜାରି ଣଖିଛି ।

Get real time updates directly on you device, subscribe now.