fbpx
BJD SKY
BJD SKY

ବ୍ଲୁଫ୍ଲାଗ ବିଚରୁ ମିଳିଲା ମୃତଦେହ

BJD

ଭୁବନେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ପୁରୀ ବ୍ଲୁଫ୍ଲାଗ ବିଚରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ଗତକାଲି ପରିବାର ସହ ବ୍ଲୁଫ୍ଲାଗ ବିଚରେ ଗାଧୋଇବା ବେଳେ ନିଖୋଜ ହୋଇଥିଲେ ଯୁବକ । ପିଙ୍କ୍ ହାଉସ ନିକଟ ସମୁଦ୍ରରୁ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ମୃତ ଯୁବକ ହେଉଛନ୍ତି ରାଞ୍ଚିର ତାନିସ୍କ ବିନୟ ରାୟ । ଅଗ୍ନିଶମ ବିଭାଗ ପକ୍ଷରୁ କାଲିଠାରୁ ଜାରି ରହିଥିଲା ଉଦ୍ଧାର କାର୍ଯ୍ୟ ।

Get real time updates directly on you device, subscribe now.