fbpx

କରୋନାକୁ ହରାଇ ସୁସ୍ଥ ହେଲେ ଅଭିଷେକ ବଚ୍ଚନ

ନୂଆଦିଲ୍ଲୀ, ୮ା୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାସହ କରୋନାରେ ଅଭିନେତା ଠାରୁ ଆରମ୍ଭ କରି ନେତା ମନ୍ତ୍ରୀମାନେ ମଧ୍ୟ ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିଛି । କିଛି ଦିନ ତଳେ କରୋନାରେ ବଲିଉଡ଼ ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ୨୯ ଦିନ ପରେ ସେ ଆଜି କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ନିଜେ ଅଭିଷେକ ବଚ୍ଚନ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.