fbpx

ସମ୍ବୋଧନ ବେଳେ ଭାଷଣ ଭୁଲିଗଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, ପିଲାଙ୍କ ଭଳି କଲେ ହରକତ

ମଞ୍ଚରେ ସମ୍ବୋଧିତ କଲାବେଳେ କହିବାକୁ ଶବ୍ଦ ପାଇନାହାଁନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଉ ଛୋଟ ପିଲାଙ୍କ ପରି ୟାଡୁ କହୁଛନ୍ତି କେବଳ ଏତିକି ନୁହେଁ ଭାଷଣର କପି ମଧ୍ୟ ଖୋଜି ପାଉନାହଁନ୍ତି ସେ । ଫଳରେ ପିଲାଙ୍କ ପରି କଥା କହୁଛନ୍ତି ବୋରିସ ଜନସନ ।

କନ୍ଫଡରେସନ ଅଫ୍ ବ୍ରିଟିଶି ଇଣ୍ଡଷ୍ଟ୍ରୀ ବାଣିଜ୍ୟ ସମ୍ମିଟ ଅବସରରେ ଦେଶର ବଡ଼ ବଡ଼ ଶିଳ୍ପପତିମାନଙ୍କୁ ସମ୍ବୋଧିତ କରିବାବେଳେ ଦେଶର ପ୍ରଧାନମନ୍ତ୍ରୀଙ୍କ ଏପରି ବାଚଳାମି ଅନେକ ପ୍ରଶ୍ନଚିହ୍ନ ଛିଡ଼ା କରିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି । କୁହାଯାଏ ବୟସ ବଢ଼ିଗଲେ ଓ ଅତିଚାପ ଗ୍ରସ୍ତ ହେଲେ ମଣିଷ ଏଭଳି ବ୍ୟବହାର କରିଥାଏ ଯାହା ତାକୁ ଲୋକହସା କରାଇଥାଏ ।

Get real time updates directly on you device, subscribe now.