fbpx

Bollywood 2022: ଚଳିତ ବର୍ଷ କେଉଁ ଫିଲ୍ମ କେତେ ଆୟ କରିଥିଲା, ଜାଣନ୍ତୁ ୧୦୦ଟି ଫିଲ୍ମର ସମ୍ପୂର୍ଣ୍ଣ ଡାଟା

AAKASH

ନୂଆଦିଲ୍ଲୀ: ଆଉ ମାତ୍ର ତିନି ଦିନ ପରେ ବିଦାୟ ନେବ ୨୦୨୨ ବର୍ଷ । ତେବେ ଚଳିତ ବର୍ଷ ଅନେକ ହାଇ ବଜେଟ ଓ ଲୋ ବଜେଟ୍ ବଲିଉଡ ଫିଲ୍ମ ରିଲିଜ୍ ହୋଇଥିଲା । ସେଥିମଧ୍ୟରୁ କିଛି ଫିଲ୍ମ ବକ୍ସ ଅଫିସରେ କମାଲ୍ କରିଥିବା ବେଳେ ଆଉ କିଛି ଫ୍ଲପ୍ ହୋଇଥିଲା । ଏପରିକି ଚଳିତ ବର୍ଷ ପ୍ରଥମ ଥର ପାଇଁ ଅନେକ ବଡ଼ ବଡ଼ ସୁପରଷ୍ଟାରଙ୍କ ଫିଲ୍ମ ହିଟ୍ ହେବାରୁ ବଞ୍ଚିତ ହୋଇଥିଲା । ଅପରପକ୍ଷେ ଅନେକ ସାଉଥ୍ ଇଣ୍ଡିଆନ ଫିଲ୍ମ ସାରା ଭାରତରେ ନିଜର ଜଲୱା ଦେଖାଇଥିଲା ।

ସିରକୁସ ୨୯ କୋଟି, ଅବତାର ୨ (ଇଣ୍ଡିଆ) ୨୮୪ କୋଟି, ଅବତାର (ୱାଲର୍ଲ୍ଡ) ୮୫୮୪ କୋଟି, ଧମାକା ୪୦ କୋଟି, ୧୮ ପେଜେସ ୧୪ କୋଟି, ଗୋବିନ୍ଦା ନାମ ମେରା ୮.୨ ମିଲିଅନ ଭ୍ୟୁଜ୍, ଦୃଶ୍ୟମ ୨- ୨୨୯ କୋଟି, ଭେଡ଼ିଆ ୬୫ କୋଟି, ଇଣ୍ଡିଆ ଲକଡାଉନ ୩.୨ ମିଲିଅନ ଭ୍ୟୁଜ୍, ସଲାମ ଭେଙ୍କି ୩ କୋଟି, ଆକ୍ସନ ହିରୋ ୧୧ କୋଟି, ଫ୍ରେଡି ୬.୧ ମିଲିୟନ ଭ୍ୟୁଜ୍, ଉଞ୍ଚାଇ ୩୩ କୋଟି, ହିଟ ୨ (ତେଲୁଗୁ) ୪୧ କୋଟି, ବ୍ଲର ୨୧. ମିଲିଅନ ଭ୍ୟୁଜ୍, ବ୍ଲାକ ପନ୍ଥିର ୨ ୭୫ କୋଟି, ମୋନିକା ଓ’ ମାଇ ଡାର୍ଲିଂ ୩.୬ ମିଲିଅନ ଭ୍ୟୁଜ୍, ରାମ ସେତୁ ୭୪ କୋଟି, କାନ୍ତାରା ୨୬୩ କୋଟି, ୟାଶୋଦା ୩୨ କୋଟି ।

ଫୋନ ଭୁତ ୧୪ କୋଟି, ମିଲି ୨.୫ କୋଟି, ଥାଙ୍କ ଗଡ ୩୬ କୋଟି, ଡବଲ ଏକ୍ସଏଲ ୧.୫ କୋଟି, ବ୍ଲାକ ଆଡାମ ୪୯ କୋଟି, ଡକ୍ଟର ଜି ୨୬ କୋଟି, ସର୍ଦାର (ତାମିଲ) ୯୩ କୋଟି, ପ୍ରିନ୍ସ (ତାମିଲ) ୪୬ କୋଟି, ପିଏସ୧ ୪୯୮ କୋଟି, ବିକ୍ରମ ବେଧା ୭୭ କୋଟି, ଗଡଫାଦର ୧୧୭ କୋଟି, ବ୍ରହ୍ମାସ୍ତ୍ର ୨୩୩ କୋଟି, ଗୁଡବାଏ ୫ କୋଟି, ବିକ୍ରମ ବେଧା (ୱାର୍ଲ୍ଡ) ୧୨୮ କୋଟି, ବ୍ରହ୍ମାସ୍ତ୍ର ୪୨୫ କୋଟି, ନାନି ଭାରୁଭେନ (ତାମିଲ) ୪୩ କୋଟି, ଚୁପ ୯.୫ କୋଟି, ଧୋକା ୨.୫ କୋଟି, ବବଲି ବାଉନ୍ସର ୫.୫ ମିଲିଅନ ଭ୍ୟୁଜ, ଯୋଗି ୪ ମିଲିଅନ ଭ୍ୟୁଜ୍, କଟପୁତଲି ୮ ମିଲିଅନ ଭ୍ୟୁଜ, ଭିଟିକେ (ତାମିଲ) ୫୫.୫ କୋଟି, ଲାଇଗର ୭୧ କୋଟି, କୋବ୍ରା ୬୮.୫ କୋଟି, କାର୍ତ୍ତିକେୟା ୨- ୧୧୬ କୋଟି ।

(ବି.ଦ୍ର: ଏହି ସମସ୍ତ ତଥ୍ୟ ବିଭିନ୍ନ ସୂତ୍ରରୁ ଓ ରିସର୍ଚ୍ଚ ମାଧ୍ୟମରେ ପ୍ରାପ୍ତ ହୋଇଛି । ଏହି ତଥ୍ୟ ସମ୍ପୂର୍ଣ୍ଣ ଭାବେ ସଠିକ୍ ନୁହେଁ । ଏଥିରେ ଭାରତ ଓ ବିଶ୍ୱସ୍ତରୀୟ ଡାଟା ସାମିଲ ହୋଇଛି । ଏହି ଡାଟାକୁ ସମ୍ପୂର୍ଣ୍ଣ ସତ୍ୟ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ।)

Get real time updates directly on you device, subscribe now.