fbpx
BSKY SKY
BSKY SKY

Breaking News: କାଲିଠୁ ପର୍ଯ୍ୟଟକଙ୍କ ପାଇଁ ୯ ଦିନ ବନ୍ଦ ରହିବ ଭିତରକନିକା

BSKY

ଭୁବନେଶ୍ୱର: କାଲିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ହେବାକୁ ଯାଉଛି ଭିତରକନିକା । ଏଠାରେ ବଉଳା କୁମ୍ଭୀର ଏବଂ ପକ୍ଷୀ ଗଣନା କର।।ଯିବା ପାଇଁ ଭିତରକନିକାକୁ ବନ୍ଦ କରାଯିବା ନେଇ ଘୋଷଣା କରାଯାଇଛି । ତେବେ ଆସନ୍ତା କାଲିଠାରୁ ଆରମ୍ଭ କରି ୧୩ ତାରିଖ ପର୍ଯ୍ୟନ୍ତ ଏହା ବନ୍ଦ ରହିବ । ବର୍ତ୍ତମାନ ସେଠାରେ ପକ୍ଷୀମାନଙ୍କର ଆଗମନ ହୋଇଥିବା କାରଣରୁ ଏହାର ଗଣନା ପାଇଁ ୯ ଦିନ ଧରି ଭିତରକନିକା ବନ୍ଦ ରହିବା ଘୋଷଣା କରାଯାଇଛି । ତେବେ ୫ଟି ରେଞ୍ଜରେ ଏହି ଗଣନା କରାଯିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.