fbpx

ସୁପରସୋନିକ କ୍ରିଜ ମିଜାଇଲ ବ୍ରହ୍ମୋସର ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର, ୩୦ା୯(ଓଡ଼ିଶା ଭାସ୍କର): ବାଲେଶ୍ୱର ସ୍ଥିତ ଚାନ୍ଦିପୂର କ୍ଷେପଣାସ୍ତ୍ର ଘାଟିରୁ ସୁପରସୋନିକ କ୍ରିଜ ମିଜାଇଲ ବ୍ରହ୍ମୋସର ବ୍ୟବହାରିକ ପରୀକ୍ଷଣ ହୋଇଛି । ସକାଳ ୧୦ଟା ୨୭ରେ ୩ନମ୍ବର ଲଞ୍ଚ ପ୍ୟାଡ଼ରୁ ଏହି ପରୀକ୍ଷଣ ହୋଇଛି । ଭାରତ-ଋୁଷିଆର ମିଳିତ ଜ୍ଞାନ କୌଶଳରେ ତିଆରି ଏହି ମିଜାଇଲ ୪୫୦ରୁ ୬ଶହ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁପକ୍ଷର ଲକ୍ଷଭେଦ କରିପାରିବ ।

 

Get real time updates directly on you device, subscribe now.