fbpx

ମ୍ୟାଚିଂ ମାସ୍କ ପିନ୍ଧି ବିବାହ ରଚିଲେ ବର-କନ୍ୟା

କରୋନା ଯୋଗୁଁ ଆଜିକାଲି ସମସ୍ତେ ମାସ୍କ ପିନ୍ଧୁଛନ୍ତି, ଯାହାକି ଆପଣଙ୍କୁ କରୋନାଠାରୁ ରକ୍ଷା କରିବ । କିଛି ଲୋକ ମାସ୍କକୁ ନେଇ ଫ୍ୟାଶନ୍ କରିସାରିଲେଣି । ଲୋକମାନେ ବିବାହରେ ସୁନ୍ଦର ସୁନ୍ଦର ମାସ୍କ ପିନ୍ଧି ବାହା ହେଉଥିବା ଦେଖିବାକୁ ମିଳୁଛି । ବର-କନ୍ୟା ସମ୍ପୂର୍ଣ୍ଣ ଭାବେ ଏହି ଟ୍ରେଣ୍ଡକୁ ଫଲୋ କରିବାରେ ଲାଗିଛନ୍ତି । ସୋସିଆଳ ମିଡିଆରେ ସେହିପରି ଅନେକ ଫଟୋ ଭାଇରାଲ ହେଉଛି । ନିକଟରେ ଜଣେ କନ୍ୟାର ଫଟୋ ଭାଇରାଲ ହୋଇଛି, ଯେକି ଲାଲ୍ ରଙ୍ଗର ଲେହେଙ୍ଗା ସହ ମ୍ୟାଚିଂ ମାସ୍କ ପିନ୍ଧିଛନ୍ତି । ତେବେ ଆସନ୍ତୁ ଦେଖିବା ସେହିଭଳି କିଛିଟା ଦୃଶ୍ୟ..

 

Get real time updates directly on you device, subscribe now.