fbpx

ବିବାହ ମଣ୍ଡପରେ ବରକୁ କିସ୍ କଲା ଶାଳୀ, ଜାଣନ୍ତୁ ଆଗକୁ କ’ଣ ଘଟିଲା…

ନୂଆଦିଲ୍ଲୀ: ଭାରତୀୟ ସମାଜରେ ବିବାହକୁ ନେଇ ଅନେକ ରୀତିନୀତି ରହିଛି । ମାତ୍ର ଆଜିକାଲିର ଆଧୁନିକ ଯୁଗରେ କେହି ଏହାକୁ ମାନୁନାହାନ୍ତି । ଯୁଗ ଏତେ ଆଗକୁ ଚାଲିଗଲାଣି ଯେ, ବିବାହ ମଣ୍ଡପରେ ବରକୁ କନ୍ୟାଙ୍କ ଭଉଣୀ କିସ୍ କରିବାକୁ ପଛାଉ ନାହାନ୍ତି । ବର୍ତ୍ତମାନ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ବିବାହ ମଣ୍ଡପରେ ବରକନ୍ୟା ଏକତ୍ର ବସିଥିବା ସମୟରେ ତାଙ୍କ ପାଖରେ ଶାଳି ରହିଥିଲେ । ଏହି ସମୟରେ ଫଟୋଉଠା କାର୍ଯ୍ୟକ୍ରମ ଚାଲୁ ରହିଥିବା ସମୟରେ ହଠାତ୍ ଶାଳୀ ଜଣଙ୍କ ବରଙ୍କୁ କିସ୍ କରିଥିଲେ । ଶାଳୀଙ୍କର ଏହି ହରକତ ପରେ କନ୍ୟାଙ୍କ ପିତାମାତା ଲାଜରେ କାହାକୁ ମୁହଁ ଦେଖାଇ ପାରିନଥିଲେ । ଏହାଛଡ଼ା ସେଠାରେ ଉପସ୍ଥିତ ସମସ୍ତ ଅତିଥିମାନେ ମାନେ ମଧ୍ୟ ଚାତକ ଭଳି ଚାହିଁ ରହିଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.