fbpx

ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗାର୍ ଜବତ, ୩ ଗିରଫ

ଜଳେଶ୍ୱର(ଓଡ଼ିଶା ଭାସ୍କର): ଜଳେଶ୍ୱରରୁ ଅଢ଼େଇ କୋଟି ଟଙ୍କାର ଧଳା ଜହର ଜବତ ହୋଇଛି । ଏହି କାରବାର କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି । ଜଳେଶ୍ୱର ଥାନା ଝାଡେଶ୍ୱରପୁରରେ ଅବକାରୀ ବିଭାଗ ଓ ପୋଲିସ୍ ମିଳିତ ଭାବରେ ଚଢ଼ାଉ କରିଥିଲେ । ଘରେ ଚଢ଼ାଉ ବେଳେ ୨ କିଲୋ ୪୦୦ ଗ୍ରାମ ବାଉନସୁଗାର୍ ଜବତ କରିଛି ଅବକାରୀ ବିଭାଗ । ଏହି ମାମଲାରେ ୨ ଜଣ ମହିଳାଙ୍କ ସମତେ ଜଣେ ହୋଟେଲ ମାଲିକଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.