fbpx
BJD SKY
BJD SKY

ଟଳିଳା ବଡ ବିପଦ: ୭ଟି ଅଫୁଟା ବୋମା ଜବତ କଲା BSF

BJD

ମାଲକାନଗିରି, ୨୦ ।୧୦(ଓଡିଶା ଭାସ୍କର): ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ୭ଟି ଲ୍ୟାଣ୍ଡମାଇନ ଜବତ ହୋଇଛି । ଯୋଡାଆମ୍ବ-ଗୁରାସେତୁ ରାସ୍ତାରୁ ଲ୍ୟାଣ୍ଡମାଇନ ଜବତ କରିଛି ବିଏସଏଫ । ବମ୍ ସ୍କ୍ୱାର୍ଡ ଦ୍ୱାରା ବୋମା ନିସ୍କ୍ରିୟ କରାଯାଇଛି । ବିଏସଏଫଙ୍କ ଯୋଗୁଁ ଟଳିଛି ବଡ ବିପଦ । କୁମ୍ବିଂ ଅପରେସନ ବେଳେ ବୋମା ଠାବ କରିଥିଲେ ଯବାନ । ତେବେ ବିସ୍ଫୋରଣ ପାଇଁ ବୋମାକୁ ମାଓବାଦୀ ଲୁଚାଇଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.