fbpx

ବଜେଟ୍ ଚିଠା ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର,୭ ।୨(ଓଡିଶା ଭାସ୍କର): ମନ୍ତ୍ରୀ ପରିଷଦ ବୈଠକରେ ଚିଠା ପ୍ରସ୍ତାବକୁ ମିଳିଲା ଅନୁମୋଦନ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଚିଠାକୁ ଅନୁମୋଦନ କରାଯାଇଛି । ବଜେଟ୍ ପରିମାଣ ୧ ଲକ୍ଷ ୫୦ ହଜାର କୋଟି ଟପିବା ସମ୍ଭାବନା ରହିଛି । ଆସନ୍ତା ୧୮ ତାରିଖରେ ବିଧାନସଭାରେ ଏନେଇ ବଜେଟ୍ ଉପସ୍ଥାପନ ହେବ । ଗତବର୍ଷ ବଜେଟର ପରିମାଣ ୧ ଲକ୍ଷ ୩୯ ହଜାର କୋଟି ଥିଲା । ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ମନ୍ତ୍ରୀ ପରିଷଦ ବୈଠକ ।

Get real time updates directly on you device, subscribe now.