fbpx

ଜଗତସିଂହପୁରରେ ବସ୍ ଦୁର୍ଘଟଣା: ୧୫ ଯାତ୍ରୀ ଆହତ, ମେଡିକାଲରେ ଭର୍ତ୍ତି

ଜଗତସିଂହପୁର: ବସନ୍ତପୁର ଛକ ନିକଟରେ ବସ୍ ଓ ହାଇୱା ମଧ୍ୟରେ ଧକ୍କା ହେବାରୁ ୧୫ ଯାତ୍ରୀ ଆହତ ହୋଇଛନ୍ତି । ଆହତ ହୋଇଥିବା ୧୫ ଯାତ୍ରୀଙ୍କ ମଧ୍ୟରୁ ୯ ଗୁରୁତରଙ୍କୁ ଜଗତସିଂହପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ରବିବାର ଅପରାହ୍ନରେ ନ୍ଦରପୁର ମାଛଗାଁ ରାସ୍ତା ବସନ୍ତପୁର ଛକ ନିକଟରେ ଘଟିଥିଲା ଏହି ଦୁର୍ଘଟଣା । ତେବେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ, ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ ।

Get real time updates directly on you device, subscribe now.