fbpx
BJD SKY
BJD SKY

କ୍ରୋଧରେ ଥିଲା ଷଣ୍ଢ, ହଠାତ୍ ଏହି ସମୟରେ ଚାଲିଆସିଲା ଜଣେ ସାଇକେଲ୍ ଆରୋହୀ, ଏହାପରେ କ’ଣ କଲା ମହାଦେବ ବାହାନ, See Video

BJD

ନୂଆଦିଲ୍ଲୀ: ଯଦି ଗୋଟିଏ ଷଣ୍ଢ କ୍ରୋଧରେ ଥିବ, ଏହି ସମୟରେ ଆପଣ ତା’ ପାଖକୁ ଯିବେ, ସେ କ’ଣ କରିବ ଆପଣ ଭଲ ଭାବରେ ଜାଣନ୍ତି । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି, ଷଣ୍ଢଟି କ୍ରୋଧର ବଶବର୍ତ୍ତୀ ହୋଇ ଜଣେ ସାଇକେଲ ଆରୋହୀଙ୍କୁ ଭୟଙ୍କର ଭାବେ ଆକ୍ରମଣ କରିବା ସହ ଶିଙ୍ଘରେ ଆଟାକ୍ କରୁଛି ।

ଏହି ଘଟଣାଟି କାଲିଫର୍ଣ୍ଣିଆରେ ଘଟିଛି । କିଛିଦିନ ତଳେ ସେଠାରେ ଏକ ସାଇକେଲ ରେସିଂ କାର୍ଯ୍ୟକ୍ରମ ଚାଲିଥିଲା । ହଠାତ୍ ଏହି ସମୟରେ ଏକ ଷଣ୍ଢ ସାମ୍ନାକୁ ଚାଲିଆସି ସାଇକେଲ ରେସରଙ୍କୁ ଆକ୍ରମଣ କରିଥିବା ଭିଡିଓରେ ଦେଖାଯାଇଥିଲା । ତେବେ ଆକ୍ରମଣର ଶିକାର ହୋଇଥିବା ଆରୋହୀଙ୍କର ନାମ ହେଉଛି ରକ କୋବଲର । ରକଙ୍କୁ ଷଣ୍ଢଟି ଥରେ ନୁହେଁ ଦୁଇ ଦୁଇ ଥର ଆଟାକ୍ କରିଥିବାରୁ ସେ କେତେ କ୍ରୋଧରେ ଥିଲା ତାହା ସହଜରେ ସ୍ପଷ୍ଟ ହୋଇଯାଇଥିଲା । ଏହି ଘଟଣା ଯୋଗୁଁ ରକଙ୍କୁ ଗମ୍ଭୀର ଆଘାତ ଲାଗିଥିଲା । ତେବେ ଷଣ୍ଢଟି କେବଳ ରକଙ୍କୁ ଆକ୍ରମଣ କରିନଥିଲା, ତାଙ୍କ ପୂର୍ବରୁ ଦୁଇଜଣ ସାଇକେଲ ରେସରଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲା ।

Get real time updates directly on you device, subscribe now.