fbpx

ଦୁଇ ଦିନ ପାଇଁ ବନ୍ଦ ରହିବ ବୁର୍ଲା ଭିସୁଟ

ସମ୍ବଲପୁର, ୨୬ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ମଧ୍ୟରେ ସମ୍ବଲପୁର ସ୍ଥିତ ବୁର୍ଲା ଭିସୁଟ୍ ଦୁଇ ଦିନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବୁର୍ଲା ଭିସୁଟ୍ ଆସନ୍ତା ସୋମବାର ଓ ମଙ୍ଗଳବାର ବନ୍ଦ ରହିବ । କରୋନା ପଜିଟିଭ ଚିହ୍ନଟ ହେବା ପରେ ଭିସୁଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ସେଠାରେ ବିଶୋଧନ କରାଯିବା ନେଇ କ୍ୟାମ୍ପସକୁ ବନ୍ଦ ରଖାଯିବ ।

 

 

Get real time updates directly on you device, subscribe now.