fbpx

ଟ୍ରକକୁ ପିଟିଲା ଟ୍ରକ୍, ୨ମୃତ

ବ୍ରହ୍ମପୁର, ୨୬ା୯(ଓଡ଼ିଶା ଭାସ୍କର): ହଳଦିଆପଦର ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ସେହି ଛକ ନିକଟରେ ଏକ ଟ୍ରକ ଆଉ ଏକ ଟ୍ରକକୁ ପିଟିଥିବା ସୂଚନା ମିଳିଛି । ସେହି ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଛି । ଏହାସହ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.