fbpx

ଓଲଟିଲା ବସ୍, ୮ଆହତ

ରାୟଗଡ଼ା, ୧୦ା୯(ଓଡ଼ିଶା ଭାସ୍କର): ରାୟଗଡ଼ା ଥାନା ଅନ୍ତର୍ଗତ ଗୁମ୍ମା ଘାଟିରେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ରମିକ ନେଇ ଯାଉଥିବା ଏକ ବସଟି ଓଲଟି ପଡ଼ିଥିବା ସୂଚନା ମିଳିଛି । ବଲାଙ୍ଗୀର ଜିଲ୍ଳାରୁ ଶ୍ରମିକଙ୍କୁ ନେଇ ତାମିଲନାଡ଼ୁ ଯାଉଥିବା ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୮ଜଣ ଶ୍ରମିକ ଆହତ ହୋଇଛନ୍ତି । ସେହି ବସରେ ବିହାର ଅଲିଗଞ୍ଜ, ସୁନ୍ଦରଗଡ଼ ଏବଂ ବୌଦ୍ଧର ଶ୍ରମିକମାନେ ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.