fbpx

ପୁଣି ବଢିଲା ବସ୍ ଭଡା, ଜାଣନ୍ତୁ କେତେ?

ଭୁବନେଶ୍ୱର,୭ ।୧୨(ଓଡିଶା ଭାସ୍କର): ହୁ ହୁ ହୋଇ ବଢିଚାଲିଛି ତେଲ ଦର । ଫଳରେ ରାଜ୍ୟରେ ବସ ଭଡା ମଧ୍ୟ ବଢିଛି । ଅର୍ଡିନାରୀ ବସ୍ ଭଡା ୭୨ରୁ ବଢି ୭୩ ପଇସା ହୋଇଛି । ଏକ୍ସପ୍ରେସ ଭଡା କିମି ପିଛା ୭୫ ପଇସାରୁ ବଢି ୭୬ ପଇସା ହୋଇଛି । ଅନ୍ୟପଟେ ଡିଲକ୍ସ ବସ୍ ଭଡା ୧ ଟଙ୍କା ୦୫ରୁ ବଢି ୧ ଟଙ୍କା ୦୭ ହୋଇଛି । ଏସି ଡିଲକ୍ସ କିମି ପିଛା ୧ ଟଙ୍କା ୨୭ ପଇସାରୁ ବଢି ୧ ଟଙ୍କା ୨୯ ପଇସା ହୋଇଛି ।

Get real time updates directly on you device, subscribe now.